ନୂଆଦିଲ୍ଲୀ: ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପ୍ରକାଶିତ ତଥ୍ୟ ଅନୁସାରେ ଭାରତୀୟ ଅର୍ଥନୀତି ଆଶାତୀତ ପ୍ରଦର୍ଶନ କରିଛି।
ଉତ୍ପାଦନ ଓ ସେବା କ୍ଷେତ୍ରର ଶକ୍ତିଶାଳୀ ପ୍ରଦର୍ଶନ ଏହି ବୃଦ୍ଧିର ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଭାରତୀୟ ଅର୍ଥନୀତି ୭.୨ ପ୍ରତିଶତ ହାରରେ ବୃଦ୍ଧି ପାଇଛି।
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପ୍ରକାଶିତ ତଥ୍ୟ ଅନୁସାରେ ଭାରତୀୟ ଅର୍ଥନୀତି ଆଶାତୀତ ପ୍ରଦର୍ଶନ କରିଛି।
ଉତ୍ପାଦନ ଓ ସେବା କ୍ଷେତ୍ରର ଶକ୍ତିଶାଳୀ ପ୍ରଦର୍ଶନ ଏହି ବୃଦ୍ଧିର ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ବ୍ୟବସାୟସୁନା ଦର ବଢ଼ିବ ନା କମିବ? ଜାଣନ୍ତୁ ଆକଳନ
ବ୍ୟବସାୟକ୍ଷୀର ଲିଟର ପିଛା ବଢ଼ିଲା ୨ରୁ ୪ ଟଙ୍କା
ବ୍ୟବସାୟଗ୍ୟାସ୍ ଦରକୁ ନେଇ ଚିନ୍ତା! ଭାରତରେ କ'ଣ ସ୍ଥିତି?
ପ୍ରଥମ ମନ୍ତବ୍ୟ ଦିଅନ୍ତୁ।