ଏହି ସମ୍ଭାବ୍ୟ ଲଘୁଚାପର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ଆଶଙ୍କା ରହିଛି। ଲଘୁଚାପର ଗତିପଥ, ଏହାର ଘନୀଭୂତ ହେବାର ସ୍ଥିତି ଏବଂ ରାଜ୍ୟରେ ବର୍ଷାର ପ୍ରଭାବ କେତେ ରହିବ, ସେନେଇ ଆଗାମୀ ପାଣିପାଗ ଅପଡେଟ୍ ଉପରେ ନଜର ରହିଛି।
ତେବେ ନଭେମ୍ବର ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଏବଂ ପରବର୍ତ୍ତୀ ୨୪ ଘଣ୍ଟାର ପାଣିପାଗ ପରିବର୍ତ୍ତନ ଓଡ଼ିଶା ପାଇଁ କେତେ ପ୍ରଭାବ ପକାଇବ, ତାହା ଉପରେ ସମସ୍ତଙ୍କ ନଜର।




