ମନୋରଞ୍ଜନ ଭିଡିଓଟ୍ରୋଲିଂକୁ ଖାତିର ନାହିଁ, ୪ ବର୍ଷ ପରେ ବି ଅତୁଟ ମହାଲକ୍ଷ୍ମୀଙ୍କ ପ୍ରେମ
୪ ବର୍ଷ ପରେ ବି ଅତୁଟ ମହାଲକ୍ଷ୍ମୀ-ରବିନ୍ଦରଙ୍କ ପ୍ରେମ
ମନୋରଞ୍ଜନ ଭିଡିଓ୪ ବର୍ଷ ପରେ ବି ଅତୁଟ ମହାଲକ୍ଷ୍ମୀ-ରବିନ୍ଦରଙ୍କ ପ୍ରେମ
ରାଶିଫଳଆଜି କାହାର ଭାଗ୍ୟ ଚମକିବ?
ମନୋରଞ୍ଜନହାଲୋୱିନ୍ ପାଳନ ପଛରେ କ’ଣ ରହିଛି ରହସ୍ୟ?
ଟେକ୍ନୋଲୋଜିଚୁଟି ହେବ ଇନ୍ଧନର ଉତ୍ସ, ଟେକ୍ନୋଫେଷ୍ଟର ଦାବି
ମନୋରଞ୍ଜନସୁପରଷ୍ଟାର ରଜନୀକାନ୍ତଙ୍କ ଜଲୱା... ବକ୍ସ ଅଫିସରେ ଧମାକା । ମାତ୍ର ୯ ଦିନରେ ୭୦୦ କୋଟି ଟଙ୍କା ପାର୍ । ପଛରେ ପଡ଼ିଲା ଫିଲ୍ମର ପ୍ରଥମ ଭାଗ ‘ଜେଲର’। ସିନେମା ହଲରେ ଫିଲ୍ମକୁ ନେଇ ଜବରଦସ୍ତ ଚର୍ଚ୍ଚା। ରଜନୀକାନ୍ତଙ୍କ ଫିଲ୍ମକୁ ନେଇ ସବୁବେଳେ ସିନେମା ଜଗତରେ ଜୋରଦାର ଚର୍ଚ୍ଚା ହୋଇଥାଏ । ଆଉ ବର୍ତ୍ତମାନ ନିଜ ଅଭିନୀତ ଫିଲ୍ମ ଜେଲର-୧ର ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ଥାଲାଇବା ।
ପାଣିପାଗବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ନେଇ ଓଡ଼ିଶାରେ ସତର୍କତା ଜାରି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି SRC ସମସ୍ତ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗକୁ ଆଲର୍ଟ କରିଛନ୍ତି । ଲଘୁଚାପଟି ଘନୀଭୂତ ହୋଇ ୨୬ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।
ରାଶିଫଳମେଷ- ଭାଗ୍ୟର ସହଯୋଗ ମିଳିବ ଓ ଅଟକିଥିବା କାମ ଆଗକୁ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ। ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ। ପରିବାରରେ ଖୁସିର ପରିବେଶ ରହିବ। ଧନପ୍ରାପ୍ତିର ଯୋଗ ରହିଛି। ଦୂରଯାତ୍ରା ଶୁଭ ଫଳ ଦେଇପାରେ। ବୃଷ-…
ଟେକ୍ନୋଲୋଜିରାଜ୍ୟରେ AI ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି।