ADYASHA GROUP OF COMPANIES

ଆଦ୍ୟାଶା ନ୍ୟୁଜ୍

ସତ୍ୟର ସନ୍ଧାନରେ ପ୍ରତିଦିନ
ADYASHA GROUP OF COMPANIES
ବ୍ରେକିଂ

ଖୋଜ ଫଳାଫଳ

୧୯ ଟି ମିଳିଲା
ରାଜଧାନୀରେ ୮୦ ଫୁଟ୍‌ର ମା’ ଗଜଲକ୍ଷ୍ମୀଧର୍ମ ଓ ସଂସ୍କୃତି

ରାଜଧାନୀରେ ୮୦ ଫୁଟ୍‌ର ମା’ ଗଜଲକ୍ଷ୍ମୀ

ଭୁବନେଶ୍ୱରର ଚନ୍ଦ୍ରଶେଖରପୁର କ୍ଲବ୍ ଟାଉନ୍ ପଡ଼ିଆରେ ଆୟୋଜିତ ହେଉଛି ମା’ ଗଜଲକ୍ଷ୍ମୀଙ୍କ ଭବ୍ୟ ପୂଜା ଉତ୍ସବ। ଚଳିତ ବର୍ଷ ୮୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ମା’ଙ୍କ ବିଶାଳ ମୂର୍ତ୍ତି ହେବ ଉତ୍ସବର ମୁଖ୍ୟ ଆକର୍ଷଣ।

୨୬ ଅକ୍ଟୋବର ୨୦୨୬୫
ପୋଲିସ୍ ଲାଇନ୍ କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି-୨୦୨୬ ଉଦ୍‌ଯାପିତଶିକ୍ଷା ଭିଡିଓ

ପୋଲିସ୍ ଲାଇନ୍ କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି-୨୦୨୬ ଉଦ୍‌ଯାପିତ

ଢେଙ୍କାନାଳରେ କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୬ ଶିଶୁ ମହୋତ୍ସବ, ବିଭିନ୍ନ ପ୍ରତିଯୋଗିତାରେ ଚମକିଲେ ଛାତ୍ରଛାତ୍ରୀଢେଙ୍କାନାଳ ସଦର ବ୍ଲକ୍‌ର ପୋଲିସ୍ ଲାଇନ୍ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ କାଠଗଡ଼ା ଆଶ୍ରମ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ଏହି…

୧୫ ଅକ୍ଟୋବର ୨୦୨୬୬