ରାଶିଫଳଆଜିର ରାଶିଫଳ: ବ୍ୟବସାୟରେ ଲାଭ ନା କ୍ଷତି? ଜାଣନ୍ତୁ ୧୨ଟି ରାଶିର ଭାଗ୍ୟଫଳ!
ଆଜି କାହାର ଭାଗ୍ୟ ଚମକିବ?
ରାଶିଫଳଆଜି କାହାର ଭାଗ୍ୟ ଚମକିବ?
ମନୋରଞ୍ଜନସୁପରଷ୍ଟାର ରଜନୀକାନ୍ତଙ୍କ ଜଲୱା... ବକ୍ସ ଅଫିସରେ ଧମାକା । ମାତ୍ର ୯ ଦିନରେ ୭୦୦ କୋଟି ଟଙ୍କା ପାର୍ । ପଛରେ ପଡ଼ିଲା ଫିଲ୍ମର ପ୍ରଥମ ଭାଗ ‘ଜେଲର’। ସିନେମା ହଲରେ ଫିଲ୍ମକୁ ନେଇ ଜବରଦସ୍ତ ଚର୍ଚ୍ଚା। ରଜନୀକାନ୍ତଙ୍କ ଫିଲ୍ମକୁ ନେଇ ସବୁବେଳେ ସିନେମା ଜଗତରେ ଜୋରଦାର ଚର୍ଚ୍ଚା ହୋଇଥାଏ । ଆଉ ବର୍ତ୍ତମାନ ନିଜ ଅଭିନୀତ ଫିଲ୍ମ ଜେଲର-୧ର ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ଥାଲାଇବା ।
ପାଣିପାଗବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ନେଇ ଓଡ଼ିଶାରେ ସତର୍କତା ଜାରି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି SRC ସମସ୍ତ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗକୁ ଆଲର୍ଟ କରିଛନ୍ତି । ଲଘୁଚାପଟି ଘନୀଭୂତ ହୋଇ ୨୬ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।
ଅପରାଧଧର୍ମଗଡ଼ରେ ପ୍ରେମୀ ଯୁଗଳଙ୍କ ମୃତ୍ୟୁ ରହସ୍ୟ, ଭିନ୍ନ ଜାତି ପାଇଁ ହତ୍ୟା ସନ୍ଦେହ!
ପାଣିପାଗ ଭିଡିଓବଙ୍ଗୋପସାଗରରେ ବାତ୍ୟା ଆଶଙ୍କା, ଓଡ଼ିଶାକୁ ବିପଦ?
ରାଶିଫଳଆଜି ଏହି ରାଶିର ଲୋକଙ୍କ ସବୁ ଆଶା ପୂରଣ ହେବ, ଜାଣନ୍ତୁ ଭାଗ୍ୟଫଳ
ଟେକ୍ନୋଲୋଜିଆରବିଆଇର ନୂଆ ଡାଟା ସେଣ୍ଟର, ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
ମନୋରଞ୍ଜନଟାଇଗର ଶ୍ରଫ୍ ଗୁଳିମାଡ଼ ମାମଲା, ସାମ୍ନାକୁ ଆସିଲା ୨ ସୁଟରଙ୍କ ଫଟୋ
ଧର୍ମ ଓ ସଂସ୍କୃତି ଭିଡିଓବିଶୋଇ ଦୁର୍ଗାପୂଜାରେ ଭକ୍ତିମୟ ପରିବେଶ, ଆକର୍ଷଣ ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ଧର୍ମ ଓ ସଂସ୍କୃତିକୁମାର ପୂର୍ଣ୍ଣିମା କେବେ? ୨୫ ନା ୨୬ ଅକ୍ଟୋବର, ତାରିଖକୁ ନେଇ କାହିଁକି ଦ୍ୱନ୍ଦ୍ୱ?
ଧର୍ମ ଓ ସଂସ୍କୃତି ଭିଡିଓନୂତନ ଚାନ୍ଦି ମେଢ ଉଦ୍ଘାଟନ ସହ ୨ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା
ଶିକ୍ଷା ଭିଡିଓଗଣପତି ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନର ଚମକ, ମନ ମୋହିଲା ଛାତ୍ରଛାତ୍ରୀଙ୍କ ପ୍ରକଳ୍ପ