ଆଦ୍ୟାଶା ନ୍ୟୁଜ୍

ସତ୍ୟର ସନ୍ଧାନରେ ପ୍ରତିଦିନ
ବିଜ୍ଞାପନ ସ୍ଥାନ
ବ୍ରେକିଂ

ସମସ୍ତ ଖବର

୧୨୨ ଟି ମିଳିଲା
ଅଟୋମୋବାଇଲ୍ ସେକ୍ଟରରେ ଏଲନ ମସ୍କଙ୍କ ଚମତ୍କାର ! ଉଡ଼ନ୍ତା କାର୍‌ର ଡେମୋ ଦେଖାଇଲା ଟେସ୍‌ଲାଆନ୍ତର୍ଜାତିକ

ଅଟୋମୋବାଇଲ୍ ସେକ୍ଟରରେ ଏଲନ ମସ୍କଙ୍କ ଚମତ୍କାର ! ଉଡ଼ନ୍ତା କାର୍‌ର ଡେମୋ ଦେଖାଇଲା ଟେସ୍‌ଲା

ଟେସଲା ଏବଂ ସ୍ପେସଏକ୍ସର ରକେଟ୍ ଇଞ୍ଜିନିୟରମାନେ ମିଳିତ ଭାବେ ଏହି ବୈଷୟିକ ଜ୍ଞାନକୌଶଳ ବିକଶିତ କରିଛନ୍ତି । କାର ଭିତରେ ଥିବା ଅଲ୍ଟ୍ରା-ହାଇ ପ୍ରେସର୍ ଏୟାର ଟ୍ୟାଙ୍କ୍ ଏବଂ ଆଲଟିଚ୍ୟୁଡ୍ ଥ୍ରଷ୍ଟର ସାହାଯ୍ୟରେ ଗାଡ଼ିକୁ ଆକାଶକୁ ଉଠାଇବା ସହ କଣ୍ଟ୍ରୋଲ୍ କରାଯାଇପାରୁଛି ।

୧୭ ଅକ୍ଟୋବର ୨୦୨୬୫୮
|| ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା: ସୁରକ୍ଷା ଓ ଟ୍ରାଫିକ୍‌ ଉପରେ ଗୁରୁତ୍ୱ ||ଧର୍ମ ଓ ସଂସ୍କୃତି ଭିଡିଓ

|| ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା: ସୁରକ୍ଷା ଓ ଟ୍ରାଫିକ୍‌ ଉପରେ ଗୁରୁତ୍ୱ ||

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି ସମୀକ୍ଷା: ସୁରକ୍ଷା, ଟ୍ରାଫିକ୍‌ ଓ ମୌଳିକ ସୁବିଧା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

୧୭ ଅକ୍ଟୋବର ୨୦୨୬୭
ଇରାନ ଉପରେ ସବୁଠୁ ବଡ଼ ଆକ୍ରମଣ ପାଇଁ ଆମେରିକାର ଯୋଜନା, ପକାଇବ ‘ମଦର ଅଫ ଅଲ ବମ୍ବସ୍’!ଆନ୍ତର୍ଜାତିକ

ଇରାନ ଉପରେ ସବୁଠୁ ବଡ଼ ଆକ୍ରମଣ ପାଇଁ ଆମେରିକାର ଯୋଜନା, ପକାଇବ ‘ମଦର ଅଫ ଅଲ ବମ୍ବସ୍’!

ଆମେରିକା ଓ ଇରାନ ଯୁଦ୍ଧକୁ ଏବେ ୮ ମାସ ପୁରିଛି। ଇରାନର ଶକ୍ତି ଭିତ୍ତିଭୂମି ଓ ପରମାଣୁ ସ୍ଥଳ ଉପରେ ଆକ୍ରମଣ କରିବାକୁ ସବୁଠୁ ବଡ଼ ଅଣ-ପରମାଣୁ ବୋମା ପକାଇବାକୁ ଆମେରିକା ଯୋଜନା କରୁଛି। ଏହି ବୋମା ‘ମଦର ଅଫ ଅଲ ବମ୍ବସ୍’ ଭାବେ ମଧ୍ୟ ଜଣାଯାଏ।

୧୭ ଅକ୍ଟୋବର ୨୦୨୬୩୯