ଆଦ୍ୟାଶା ନ୍ୟୁଜ୍

ସତ୍ୟର ସନ୍ଧାନରେ ପ୍ରତିଦିନ
ବିଜ୍ଞାପନ ସ୍ଥାନ
ବ୍ରେକିଂ

ସମସ୍ତ ଖବର

୧୨୨ ଟି ମିଳିଲା
ରାଜଗାଙ୍ଗପୁରରେ ଖୁସିର ଲହରୀ! ସାଂସଦ ପ୍ରତିନିଧି ହେଲେ ଅଶୋକ ଦାସରାଜନୀତି

ରାଜଗାଙ୍ଗପୁରରେ ଖୁସିର ଲହରୀ! ସାଂସଦ ପ୍ରତିନିଧି ହେଲେ ଅଶୋକ ଦାସ

ରାଜଗାଙ୍ଗପୁରରେ ଖୁସିର ଲହରୀ! ସାଂସଦ ପ୍ରତିନିଧି ହେଲେ ଅଶୋକ ଦାସ।ରାଜଗାଙ୍ଗପୁର ସହରର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ କାଉନସିଲର ଓ ଉପନଗରପାଳ ଅଶୋକ ଦାସଙ୍କୁ ରାଜ୍ୟସଭା ସାଂସଦ ଶ୍ରୀ ଦିଲୀପ ରାୟ ରାଜଗାଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରତିନିଧି ଭାବେ ମନୋନୀତ କରିଛନ୍ତି।ଏହି…

୨୬ ଅକ୍ଟୋବର ୨୦୨୬୩
୯ ଦିନରେ ୬୦୦ କୋଟି ପାର୍, ଜେଲର-୧ର ରେକର୍ଡ ଭାଙ୍ଗିଲା ‘ଜେଲର-୨’, ଚାରିଆଡେ ଥାଲାଇବା କ୍ରେଜମନୋରଞ୍ଜନ

୯ ଦିନରେ ୬୦୦ କୋଟି ପାର୍, ଜେଲର-୧ର ରେକର୍ଡ ଭାଙ୍ଗିଲା ‘ଜେଲର-୨’, ଚାରିଆଡେ ଥାଲାଇବା କ୍ରେଜ

ସୁପରଷ୍ଟାର ରଜନୀକାନ୍ତଙ୍କ ଜଲୱା... ବକ୍ସ ଅଫିସରେ ଧମାକା । ମାତ୍ର ୯ ଦିନରେ ୭୦୦ କୋଟି ଟଙ୍କା ପାର୍ । ପଛରେ ପଡ଼ିଲା ଫିଲ୍ମର ପ୍ରଥମ ଭାଗ ‘ଜେଲର’। ସିନେମା ହଲରେ ଫିଲ୍ମକୁ ନେଇ ଜବରଦସ୍ତ ଚର୍ଚ୍ଚା। ରଜନୀକାନ୍ତଙ୍କ ଫିଲ୍ମକୁ ନେଇ ସବୁବେଳେ ସିନେମା ଜଗତରେ ଜୋରଦାର ଚର୍ଚ୍ଚା ହୋଇଥାଏ । ଆଉ ବର୍ତ୍ତମାନ ନିଜ ଅଭିନୀତ ଫିଲ୍ମ ଜେଲର-୧ର ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ଥାଲାଇବା ।

୨୪ ଅକ୍ଟୋବର ୨୦୨୬୧୪୦
ବଙ୍ଗୋପସାଗରରେ ଘନଉଛି ବିପଦ ! ସମ୍ଭାବ୍ୟ ବାତ୍ୟାକୁ ନେଇ SRCଙ୍କ ଆଲର୍ଟ, ସବୁ ଜିଲ୍ଲାପାଳଙ୍କୁ ଚିଠିପାଣିପାଗ

ବଙ୍ଗୋପସାଗରରେ ଘନଉଛି ବିପଦ ! ସମ୍ଭାବ୍ୟ ବାତ୍ୟାକୁ ନେଇ SRCଙ୍କ ଆଲର୍ଟ, ସବୁ ଜିଲ୍ଲାପାଳଙ୍କୁ ଚିଠି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ନେଇ ଓଡ଼ିଶାରେ ସତର୍କତା ଜାରି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି SRC ସମସ୍ତ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗକୁ ଆଲର୍ଟ କରିଛନ୍ତି । ଲଘୁଚାପଟି ଘନୀଭୂତ ହୋଇ ୨୬ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

୨୪ ଅକ୍ଟୋବର ୨୦୨୬୧୦୩